ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ଦିନକୁ ଦିନ କରୋନା ତାର ଭୟାବହତା ଦେଖାଇ ଚାଲିଛି । ବର୍ଷା ଦିନରେ ଏହା ଅଧିକ ବଢିଥିବା ବେଳେ ଆଗକୁ ଶୀତରେ ଏହା ଅଧିକ କଂକ୍ରମିତ କରାଇବ ରୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସତର୍କ କରାଯାଇଛି । ଆକ୍ରନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଡବ୍ଲ୍ୟୁଏଚଓର ରିଜିଓନାଲ ଡାଇରେକ୍ଟର ବା ଆଞ୍ଚଳିକ ନିର୍ଦ୍ଦେଶକ ହେନରୀ କ୍ଲଗ୍ କହିଛନ୍ତି । ଶୀତଦିନେ ଉଭୟ ଯୁବକ ଓ ବୟସ୍କଙ୍କ ପାଇଁ ଅଧିକ ବିପଦ ରହିଛି । ଏପରିକି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ମଧ୍ୟ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ, ମୃତ୍ୟୁଦର ମଧ୍ୟ ବୃଦ୍ଧି ପାଇବ ।ହେନରୀ ତିନୋଟି ମୁଖ୍ୟ କାରଣ ଉପରେ ଫୋକସ୍ କରିବାକୁ କହିଛନ୍ତି ।ସ୍କୁଲ ଖୋଲିବା, ଥଣ୍ଡା ଜ୍ୱର ଯେପରି ନହୁଏ ଓ ବୟସ୍କଙ୍କ ଉପରେ ଧ୍ୟାନ ରଖିବାକୁ ପ୍ରାଧାନ୍ୟ ଦିଆଯାଇଛି । ଆମେରିକାରେ ସ୍କୁଲ-କଲେଜ ଖୋଲିବା ପରେ ଅନେକ ସ୍ଥାନରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମିସିସିପିର ଏକ ସ୍କୁଲରେ ୪୦୦୦ ଛାତ୍ର ଓ ୬୦୦ ଶିକ୍ଷକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ଜରୁରୀକାଳିନ ନିୟମରେ କେତେକ ପରିବର୍ତ୍ତନ କରାଯିବ । ଏହାସହ ଜାନୁଆରୀ ୩୦ ଯାଏଁ ହେଲଥ୍ ଏମରଜେନ୍ସି ଜାରି କରାଯାଇଛି । ତେବେ ଆଗାମୀ ଶୀତ ଦିନରେ ସବୁ ନିୟମ ମାନି ସତର୍କ ରହିବାକୁ କୁହାହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024