ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପିଲାମାନେ ପସନ୍ଦ କରୁଥିବା ସବୁଠାରୁ ଲୋକପ୍ରିୟ କାର୍ଟୁନ ସୋ ସ୍କୁବି ଡୋର ସହ ନିର୍ମାତା ଓ କାର୍ଟୁନ ଚିତ୍ରକର ଜୋ ରୁବିଙ୍କର ପରଲୋକ ହୋଇଯାଇଛି । ଗତ ବୁଧବାର ଓ୍ବେଷ୍ଟଲେକ୍ ଗାଁରେ ତାଙ୍କର ପରଲୋକ ହୋଇଛି।ବିୟୋଗ ବେଳେ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଜୋ ଦୀର୍ଘଦିନରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ସାମ୍ନା କରି ଆସୁଥିଲେ।ସେ ୧୯୩୩ ମସିହା ମାର୍ଚ୍ଚ ୩୦ତାରିଖରେ ଲସଆଞ୍ଜେଲସରେ ଜନ୍ମ ହୋଇଥିଲେ। ସେ ପ୍ରଯୋଜନା କାମ ଆରମ୍ଭ କରିବା ପୂର୍ବରୁ ଓ୍ବାଲ୍ଟ ଡିସନି ପ୍ରଡକ୍ସନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।ଜୋ ରୁବି ଜଣେ ଭଳ ଚିତ୍ରକାର ମଧ୍ୟ । ତାଙ୍କର କାର୍ଟୁନ କାମ ପାଇଁ ଅନେକ ଅବଦାନ ରହିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024