ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଜାତିସଂଘର ମାନବିକ ଅଧିକାର ପରିଷଦକୁ ନିର୍ବାଚିତ ହେଲା ଭାରତ । ଏସୀୟ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ୧୮୮ ଖଣ୍ଡ ଭୋଟ ପାଇ ଭାରତ ଜାତିସଂଘର ମାନବିକ ଅଧିକାର ପରିଷଦକୁ ନିର୍ବାଚିତ ହୋଇଛି । ତେବେ ଭାରତ ୩ ବର୍ଷ ପାଇଁ ଜାତିସଂଘକୁ ନିର୍ବାଚିତ ହୋଇଥିବା ଜଣାପଡିଛି । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖଠାରୁ ଭାରତର ଅବଧୀ ଆରମ୍ଭ ହେବାକୁ ଯାଉଛି । ଜାତିସଂଘର ୧୯୩ ଜଣ ସଦସ୍ୟଙ୍କ ସାଧାରଣ ଅଧିବେଶନରେ ଜାତିସଂଘର ମାନବାଧୀକାର ପରିଷଦ ପାଇଁ ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ଭାରତ ସମେତ ଏସୀୟ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ବାହାରିନ , ଫିଜି , ବାଂଲାଦେଶ , ଓ ଫିଲିଫାଇନ୍ସ ନିର୍ବାଚନରେ ସାମିଲ ହୋଇଥିଲେ । ଏହି ନିର୍ବାଚନ ଜିତିବାକୁ ହେଲେ କୌଣସି ଦେଶକୁ ୯୭ ଟି ଭୋଟ ଆବଶ୍ୟକତା ରହିଥିବା ବେଳେ ଭାରତ ମୋଟ ୧୮୮ ଟି ଭୋଟ ଅର୍ଜନ କରି ଜାତିସଂଘର ମାନବାଧିକାର ପରିଷଦର ସଦସ୍ୟ ହୋଇପାରିଛି । ସୂଚନା ଯୋଗ୍ୟ ଯେ ଏହି ନିର୍ବାଚନ ଗୁପ୍ତ ବାଲାଟ ଯୋଗେ ହୋଇଥିଲା । ଏହି ପ୍ରକ୍ରିୟାରେ ମୋଟ ୧୮ ଟି ନୂତନ ସଦସ୍ୟ ଜାତିସଂଘକୁ ନିର୍ବାଚିତ ହୋଇଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024