ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଜାତିସଂଘର ମାନବିକ ଅଧିକାର ପରିଷଦକୁ ନିର୍ବାଚିତ ହେଲା ଭାରତ । ଏସୀୟ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ୧୮୮ ଖଣ୍ଡ ଭୋଟ ପାଇ ଭାରତ ଜାତିସଂଘର ମାନବିକ ଅଧିକାର ପରିଷଦକୁ ନିର୍ବାଚିତ ହୋଇଛି । ତେବେ ଭାରତ ୩ ବର୍ଷ ପାଇଁ ଜାତିସଂଘକୁ ନିର୍ବାଚିତ ହୋଇଥିବା ଜଣାପଡିଛି । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖଠାରୁ ଭାରତର ଅବଧୀ ଆରମ୍ଭ ହେବାକୁ ଯାଉଛି । ଜାତିସଂଘର ୧୯୩ ଜଣ ସଦସ୍ୟଙ୍କ ସାଧାରଣ ଅଧିବେଶନରେ ଜାତିସଂଘର ମାନବାଧୀକାର ପରିଷଦ ପାଇଁ ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ଭାରତ ସମେତ ଏସୀୟ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ବାହାରିନ , ଫିଜି , ବାଂଲାଦେଶ , ଓ ଫିଲିଫାଇନ୍ସ ନିର୍ବାଚନରେ ସାମିଲ ହୋଇଥିଲେ । ଏହି ନିର୍ବାଚନ ଜିତିବାକୁ ହେଲେ କୌଣସି ଦେଶକୁ ୯୭ ଟି ଭୋଟ ଆବଶ୍ୟକତା ରହିଥିବା ବେଳେ ଭାରତ ମୋଟ ୧୮୮ ଟି ଭୋଟ ଅର୍ଜନ କରି ଜାତିସଂଘର ମାନବାଧିକାର ପରିଷଦର ସଦସ୍ୟ ହୋଇପାରିଛି । ସୂଚନା ଯୋଗ୍ୟ ଯେ ଏହି ନିର୍ବାଚନ ଗୁପ୍ତ ବାଲାଟ ଯୋଗେ ହୋଇଥିଲା । ଏହି ପ୍ରକ୍ରିୟାରେ ମୋଟ ୧୮ ଟି ନୂତନ ସଦସ୍ୟ ଜାତିସଂଘକୁ ନିର୍ବାଚିତ ହୋଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024