ମୁମ୍ବାଇ(ଏଟିଆର): କୋରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଗ୍ରାହକଙ୍କର ଅନଲାଇନ ସପିଙ୍ଗ ବଢିବାରେ ଲାଗିଛି । ମୋଟ ଉପରେ, ସ୍ମାର୍ଟଫୋନ୍ ବଜାର ପାଇଁ ଅନ୍ଲାଇନ୍ କ୍ଷେତ୍ର ୨୦୨୦ର ଛ୨ ରେ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି । ଆନାଲିଷ୍ଟ ଫାର୍ମ କାଉଣ୍ଟରପଏଣ୍ଟ ରିସର୍ଚ୍ଚ କହିଛି ଯେ ଆମାଜନ ୪୭ ପ୍ରତିଶତ ଅଂଶଧନ ସହିତ ଚାର୍ଟରେ ଆଗୁଆ ଥିବାବେଳେ ଫ୍ଲିପକାର୍ଟ ୪୫ ପ୍ରତିଶତ ଅଂଶଧନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।
ମହାମାରୀ ପରଠାରୁ ଅନଲାଇନରେ ୧୧ଟି ଅନଲାଇନ୍-ଏକ୍ସକ୍ଲୁସିଭ୍ ମଡେଲ୍ ଆସିସାରିଛି । ଏହା ଦ୍ୱାରା ଅନଲାଇନ ମାର୍କେଟିଙ୍ଗ ଅଧିକ ଚାଲୁଛି । କଲଡାଉନ ପାଇଁ ଗ୍ରାହକମାନେ ବର୍ତ୍ତମାନ ଅନଲାଇନ ସପିଙ୍ଗ ଉପରେ ଧ୍ୟାନ ଦେଉଛନ୍ତି । ଏହା ଦ୍ୱାରା ଲାଭ ଉଠାଉଛି ଆମାଜନ । ଆମାଜନରେ ଭିଭୋ, ସାମସଙ୍ଗ ଓ ରିଅଲମିର ବିକ୍ରି ଅଧିକ ହେଉଛି । ସାମସଙ୍ଗ ମଧ୍ୟ ଏହାର ଅନଲାଇନ୍ ଅଂଶକୁ ୨୫ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପର୍ୟ୍ୟନ୍ତ ସର୍ବାଧିକ ଫୋନ ବିକ୍ରିରେ ଦ୍ୱିତୀୟ ସ୍ଥାନ ଅତିକ୍ରମ କରିଛି । ରିଅଲମି ଏବଂ ଓପୋ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ରହିଛି।
ଅନ୍ତର୍ଜାତୀୟ ଡାଟା ନିଗମ ଅନୁସାରେ ବର୍ତ୍ତମାନ ଅନଲାଇନ ସ୍ମାର୍ଟ ଫୋନ ସପିଙ୍ଗ ପ୍ରାୟ ୧୮.୨ ନିୟୁତକୁ ବୃଦ୍ଧି ପାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024