ୱାଶିଂଟନ୍(ଏଟିଆର ବ୍ୟୁରୋ):ଆମେରିକାର କାଲିଫର୍ନିଆ ଷ୍ଟେଟ୍ ଆସେମ୍ବଲି ବା ରାଜ୍ୟସଭା ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ପ୍ରଶଂସା କରିଛି ଏବଂ ଭାରତର ସମୃଦ୍ଧ ସଂସ୍କୃତି ଏବଂ ପ୍ରୋତ୍ସାହିତ କରିବା ପାଇଁ ତଥା ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସ୍ୱୀକୃତି ଦେଇଛି ବୋଲି ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ (TNIE) ରିପୋର୍ଟ କରିଛି।
ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀଙ୍କୁ ରାଜପୁତଙ୍କ “ବଲିଉଡ ସିନେମାରେ ଅତୁଳନୀୟ ଅବଦାନ” ପାଇଁ କାଲିଫର୍ନିଆ ବିଧାନସଭା ଏକ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରିଛି ଓ ତାଙ୍କର “ଚାଣକ୍ୟ ସମ୍ପ୍ରଦାୟର କାର୍ୟ୍ୟ ତଥା ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଉଦ୍ୟମକୁ” ପ୍ରଶଂସା କରିଛି କାଲିଫର୍ନିଆ ରାଜ୍ୟ ସଭା ।
ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ କରିଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କର ହଲିଉଡରେ କାମ କରିବାର ଯୋଜନା ଥିଲା।
କାଲିଫର୍ଣ୍ଣିଆ ରାଜ୍ୟସଭା ତରଫରୁ ଭାରତୀୟ ଗୋଷ୍ଠି ସମ୍ପ୍ରଦାୟର ନେତା ଅଜୟ ଭୁଟୋରିଆଙ୍କ ଦ୍ୱାରା ସୁଶାନ୍ତଙ୍କ ପରିବାରକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ବଲିଉଡ ତାରକାଙ୍କ ସ୍ୱୀକୃତି କାଲିଫର୍ନିଆ ବିଧାନସଭା ସଦସ୍ୟ କାନସେନ୍ ଚୁଙ୍କ ନେତୃତ୍ୱରେ ହୋଇଥିଲା ବୋଲି (TNIE) ରିପୋର୍ଟ କରିଛି। ଏପଟେ ଭାରତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ସ୍ୱର ଉଠାଉଛନ୍ତି ତାଙ୍କ ପ୍ରିୟଜନ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024