ମୁମ୍ବାଇ(ଏଟିଆର): କୋରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଗ୍ରାହକଙ୍କର ଅନଲାଇନ ସପିଙ୍ଗ ବଢିବାରେ ଲାଗିଛି । ମୋଟ ଉପରେ, ସ୍ମାର୍ଟଫୋନ୍ ବଜାର ପାଇଁ ଅନ୍ଲାଇନ୍ କ୍ଷେତ୍ର ୨୦୨୦ର ଛ୨ ରେ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି । ଆନାଲିଷ୍ଟ ଫାର୍ମ କାଉଣ୍ଟରପଏଣ୍ଟ ରିସର୍ଚ୍ଚ କହିଛି ଯେ ଆମାଜନ ୪୭ ପ୍ରତିଶତ ଅଂଶଧନ ସହିତ ଚାର୍ଟରେ ଆଗୁଆ ଥିବାବେଳେ ଫ୍ଲିପକାର୍ଟ ୪୫ ପ୍ରତିଶତ ଅଂଶଧନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।
ମହାମାରୀ ପରଠାରୁ ଅନଲାଇନରେ ୧୧ଟି ଅନଲାଇନ୍-ଏକ୍ସକ୍ଲୁସିଭ୍ ମଡେଲ୍ ଆସିସାରିଛି । ଏହା ଦ୍ୱାରା ଅନଲାଇନ ମାର୍କେଟିଙ୍ଗ ଅଧିକ ଚାଲୁଛି । କଲଡାଉନ ପାଇଁ ଗ୍ରାହକମାନେ ବର୍ତ୍ତମାନ ଅନଲାଇନ ସପିଙ୍ଗ ଉପରେ ଧ୍ୟାନ ଦେଉଛନ୍ତି । ଏହା ଦ୍ୱାରା ଲାଭ ଉଠାଉଛି ଆମାଜନ । ଆମାଜନରେ ଭିଭୋ, ସାମସଙ୍ଗ ଓ ରିଅଲମିର ବିକ୍ରି ଅଧିକ ହେଉଛି । ସାମସଙ୍ଗ ମଧ୍ୟ ଏହାର ଅନଲାଇନ୍ ଅଂଶକୁ ୨୫ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପର୍ୟ୍ୟନ୍ତ ସର୍ବାଧିକ ଫୋନ ବିକ୍ରିରେ ଦ୍ୱିତୀୟ ସ୍ଥାନ ଅତିକ୍ରମ କରିଛି । ରିଅଲମି ଏବଂ ଓପୋ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ରହିଛି।
ଅନ୍ତର୍ଜାତୀୟ ଡାଟା ନିଗମ ଅନୁସାରେ ବର୍ତ୍ତମାନ ଅନଲାଇନ ସ୍ମାର୍ଟ ଫୋନ ସପିଙ୍ଗ ପ୍ରାୟ ୧୮.୨ ନିୟୁତକୁ ବୃଦ୍ଧି ପାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024