ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଲ କମ୍ପାନୀ ପାଇଁ ଚଳିତବର୍ଷ ଖାସ୍ ରହିଛି, କାରଣ କମ୍ପାନୀ ତାର ଲାଟେଷ୍ଟ ଆଇଫୋନ ୧୫ ଲଞ୍ଚ କରିଛି । ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି କି ଭାରତରେ ଆପଲ କମ୍ପାନୀ ତାର ଆଇଫୋନ ପ୍ରଡକ୍ସନକୁ ପୂର୍ବାପେକ୍ଷା ଅଧିକ କରିବା ପାଇଁ ପ୍ରସ୍ତୁତି କରୁଛି । ନିକଟରେ ଶୁଣିବାକୁ ମିଳିଥିଲା କି ଭାରତରେ ଏବେବ ଆଇଫୋନର ପ୍ରଡକ୍ସନ ଟାଟା ଗୃପ ଦ୍ୱାରା କରାଯିବ ।
ଟିଫ୍ ସିକୋରିଟିଜ୍ ର ଏନାଲିଷ୍ଟ ମିଙ୍ଗ-ଚି-କୁଅ କହିଛନ୍ତି କି, ଆପଲ କମ୍ପାନୀ ଭାରତରେ ତାର ପ୍ରଡକ୍ସନର ଅନୁପାତ ବଢାଇ ପାରେ । ୨୦୨୫ ରେ ଲଞ୍ଚ ହେବାକୁ ଥିବା ଆଇଫୋନ ୧୭ କୁ ୨୦୨୪ ତିଆରି କରିବା ଆରମ୍ଭ କରିଦେବ କମ୍ପାନୀ ।
ଏହାବ୍ୟତିତ ଚୀନରେ କମ୍ପାନୀ ତାର ପ୍ରଡକ୍ସନ କମ କରିବା ପାଇଁ ବିଚାର କରୁଛି ।