ଇଣ୍ଡିଆରେ ଏଚଏମଡି ଗ୍ଳୋବାଲ ଲଞ୍ଚ କରିଛି ନୋକିଆ ୩.୧ା ଏହି ଫୋନରେ ଅନେକ ଭଲ ଭଲ ଫିଚର ରହିଛି । ଏହା ହେଉଛି ଏକ ବଜେଟ ସ୍ମାର୍ଟ ଫୋନ ଏବଂ ଏହାର ସବୁଠାରୁ ଭଲ ଫିଚର ହେଉଛି ଏହି ଫୋନରେ ଆଣ୍ଡ୍ରଏଡ ୱାନ ଦିଆଯାଇଛି । ଏହାର ରେଟିଓ ରହିଛି ୧୮:୯ । ୨ଜିବି ଭେରିଏଣ୍ଟ ଥିବା ନୋକିଆ ୩.୧ର ଦାମ ରହିଛି ୧୦,୪୯୯ । ନୋକିଆ ୩.୧ଫୋନର ବ୍ଳାକ, କପର ବ୍ଲୁ ଓ ହ୍ୱାଇଟ ଆଇରନ ଭଳି ତିନୋଟି କଲର ବଜାରରେ ଉପଲବ୍ଧ ହେବ । ଏହି ଫୋନ ୨୧ ଜୁଲାଇରୁ ପେଟିଏମ ମଲ ସହିତ ଅଫଲାଇନ ରିଟେଲର୍ସରେ ମିଳିବ ।
ନୋକିଆ ୩.୧ରେ ୫.୨ ଇଞ୍ଚର ଏଚଡି ଡିସ୍ପେ୍ଲ ସାଙ୍ଗକୁ ଗରିଲା ଗ୍ଲାସର ପ୍ରୋଟେସ୍କନ ରହିଛି । ଏହାର ମିଡିଆ ଟେକ ଓକ୍ଟାକ ପ୍ରୋସେସର ରହିଥିବା ବେଳେ ଦୁଇଟି ମେମୋରୀ ରହିଛି । ଗୋଟିଏ ମେମୋରୀ ୨ ଜିବି ରାମ ସହ ୧୬ ଜିବି ଇଣ୍ଟରନାଲ ମେମୋରୀ ଥିବା ବେଳେ ଅନ୍ୟଟିରେ ୩ଜିବି ରାମ ସହ ୩୨ ଜିବି ଇଣ୍ଟରନାଲ ମେମୋରୀ ରହିଛି । ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ଏହାର ମେମୋରୀକୁ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ । ଫଟୋଗ୍ରାଫି ପାଇଁ ନୋକିଆ ୩.୧ରେ ୧୩ ମେଗା ପିକ୍ସେଲର ରିୟଲ କ୍ୟାମେରା ଦିଆଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024