ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ଫୋନ କିଣିବାକୁ ଯୋଜନା କରୁଛନ୍ତି କି? ଯଦି ହଁ ତେବେ ଆମାଜନରେ ଓପୋ ଏଫ୨୧ ପ୍ରୋ ଡିଲ ନିଶ୍ଚିତ ଭାବେ ଚେକ୍ କରନ୍ତୁ । ଏହି ଫୋନ ଲଞ୍ଚ ହେବା ମାତ୍ରେ ହିଁ ୫ ହଜାର ଟଙ୍କା ରିହାତି, ଏକ ହଜାର ଟଙ୍କାର ବ୍ୟାଙ୍କ ବ୍ୟାକ ଏବଂ ୧୪ ହଜାରରୁ ଅଧିକ ଏକ୍ସଚେଞ୍ଜ ବୋନଓ ରହିଛି । ଏପ୍ରିଲ ୧୫ ରୁ ଏହି ଫୋନ ଆମାଜନରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ଏହି ଫୋନର ଫିଚର୍ସ ।
– ଓପୋ ଏଫ୨୧ ପ୍ରୋ ର ଅଲ୍ଟ୍ରା ସିମ ରେଟ୍ରୋ ଡିଜାଇନ୍ ରହିଛି । ଫୋନର ନୋଟିଫିକେସନ ପାଇଁ ଅରବିଟ ଲାଇଟ ଦିଆଯାଇଛି ।
– ଏଥିରେ ଟ୍ରିପଲ ରିୟର କ୍ୟାମେରା ରହିଛି ଯେଉଁଥିରେ ମେନ୍ କ୍ୟାମେରା ୬୪ ମେଗାପିକ୍ସଲର । ଏହାସହିତ ମାଇକ୍ରୋଲେନ୍ସ ସହିତ ୨ମେଗାପିକ୍ସଲର ଦୁଇଟି କ୍ୟାମେରା ରହିଛି । ସେଲ୍ଫି ପାଇଁ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।
– ୪୫୦୦ ଏମଏଏଚ ର ବ୍ୟାଟେରୀ ରହିଛି ଯାହା ୩୩ୱାଟ ଚାର୍ଜିଂକୁ ସପୋର୍ଟ କରିବ ।
– ୬.୪୩ ଇଂଚର ଏଫଏଚଡି ଆମୋଲେଡ ପଞ୍ଚ ହୋଲ ଡିସପ୍ଲେ ଦିଆଯାଇଛି । ଫୋନରେ ସ୍ନାପଡ୍ରାଗନ ୬୮୦ ଅକ୍ଟାକୋର ପ୍ରୋସେସର ରହିଛି ।
– ୮ଜିବି ର୍ୟାମ ଏବଂ ୧୨୮ଜିବିର ଷ୍ଟୋରେଜ ରହିଛି । ଫୋନକୁ ବ୍ଲାକ ଏବଂ ଅରେଞ୍ଜ ସେଡ ରେ ଲଞ୍ଚ କରାଯାଇଛି ।
– ଏହି ଫୋନର ଦାମ ୨୭୯୯୯ ଟଙ୍କା କିନ୍ତୁ ଅଫରରେ ଆପଣ ୨୨୯୯୯ ଟଙ୍କାରେ ବୁକ୍ କରିପାରିବେ ।