ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ):ସବୁଠାରୁ ଦାମୀ ବାଇକ ଆମେରିକୀୟ ମୋଟରସାଇକେଲ ହାର୍ଲି-ଡେଭିଡସନ ଭାରତରେ ତାର ଏଡିସନ ବନ୍ଦ କରିବାକୁ ଚିନ୍ତା କରୁଛି କାରଣ ଭାରତ ମାର୍କେଟରେ ଏହାର ବିକ୍ରୟ ବିଫଳ ହୋଇଛି। ଏହି ଆମେରିକୀୟ ଗାଡିର ଚାହିଦା ପୂର୍ବରୁ ଅଧିକ ଥିଲା। କେବଳ ଭାରତ ନୁହେଁ ସାରା ଦେଶରେ ହାର୍ଲି – ଡେଭିଡସନର କ୍ରେଜ ଅଧିକ ଥିଲା ।
ବିଜନେସ ମାର୍କେଟରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ହରିୟାଣାର ବାୱାଲରେ ଏହାର ଲିଜ୍ ଥିବା ହେତୁ ହାର୍ଲି-ଡେଭିଡସନର କମ୍ପାନୀ ଅଟୋମେକରଙ୍କୁ ଆଉଟସୋର୍ସିଂ ବ୍ୟବସ୍ଥା କରି ଭାରତରେ ଏହାର କମ୍ପାନୀ ବନ୍ଦ କରିବା ପାଇଁ ସୂଚନା ଦେଇଛି । ଜୁଲାଇ ଶେଷ ସୁଦ୍ଧା ଗାଡି କମ୍ପାନୀ ଏହି ଗାଡିର ବିକ୍ରୟ ଭାରତରେ ବନ୍ଦ କରିବା ନେଇ ନିଷ୍ପତି ନେଇଥିଲା । ଏହା ସହିତ ଗାଡିର ଲାଭଜନକ ବିକ୍ରୟ ପାଇଁ ଆମେରିକା , ୟୁରୋପ ଓ ଏସିଆ ମହାଦେଶରେ ସେ ଏହି ବାଇକର ସୋରୁମ ଓ କମ୍ପାନୀ ପୁନଃ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛି ମୋଟରସାଇକେଲ ହାର୍ଲି-ଡେଭିଡସନ କମ୍ପାନୀ । ଗତ ଆର୍ଥିକ ବର୍ଷରେ ମୋଟର ସାଇକେଲର ମାତ୍ର ୨୫୦୦ରୁ କମ୍ ୟୁନିଟ ବିକ୍ରି ହୋଇଥିବାରୁ ଭାରତରେ ଏହାର ବିକ୍ରି ବନ୍ଦ ହୋଇପାରେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024