ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ):ସବୁଠାରୁ ଦାମୀ ବାଇକ ଆମେରିକୀୟ ମୋଟରସାଇକେଲ ହାର୍ଲି-ଡେଭିଡସନ ଭାରତରେ ତାର ଏଡିସନ ବନ୍ଦ କରିବାକୁ ଚିନ୍ତା କରୁଛି କାରଣ ଭାରତ ମାର୍କେଟରେ ଏହାର ବିକ୍ରୟ ବିଫଳ ହୋଇଛି। ଏହି ଆମେରିକୀୟ ଗାଡିର ଚାହିଦା ପୂର୍ବରୁ ଅଧିକ ଥିଲା। କେବଳ ଭାରତ ନୁହେଁ ସାରା ଦେଶରେ ହାର୍ଲି – ଡେଭିଡସନର କ୍ରେଜ ଅଧିକ ଥିଲା ।
ବିଜନେସ ମାର୍କେଟରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ହରିୟାଣାର ବାୱାଲରେ ଏହାର ଲିଜ୍ ଥିବା ହେତୁ ହାର୍ଲି-ଡେଭିଡସନର କମ୍ପାନୀ ଅଟୋମେକରଙ୍କୁ ଆଉଟସୋର୍ସିଂ ବ୍ୟବସ୍ଥା କରି ଭାରତରେ ଏହାର କମ୍ପାନୀ ବନ୍ଦ କରିବା ପାଇଁ ସୂଚନା ଦେଇଛି । ଜୁଲାଇ ଶେଷ ସୁଦ୍ଧା ଗାଡି କମ୍ପାନୀ ଏହି ଗାଡିର ବିକ୍ରୟ ଭାରତରେ ବନ୍ଦ କରିବା ନେଇ ନିଷ୍ପତି ନେଇଥିଲା । ଏହା ସହିତ ଗାଡିର ଲାଭଜନକ ବିକ୍ରୟ ପାଇଁ ଆମେରିକା , ୟୁରୋପ ଓ ଏସିଆ ମହାଦେଶରେ ସେ ଏହି ବାଇକର ସୋରୁମ ଓ କମ୍ପାନୀ ପୁନଃ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛି ମୋଟରସାଇକେଲ ହାର୍ଲି-ଡେଭିଡସନ କମ୍ପାନୀ । ଗତ ଆର୍ଥିକ ବର୍ଷରେ ମୋଟର ସାଇକେଲର ମାତ୍ର ୨୫୦୦ରୁ କମ୍ ୟୁନିଟ ବିକ୍ରି ହୋଇଥିବାରୁ ଭାରତରେ ଏହାର ବିକ୍ରି ବନ୍ଦ ହୋଇପାରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024