ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫା ହସ୍ତାନ୍ତର କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ବିଜେପି ବିଧାୟ ଦଳର ବୈଠକ ପୂର୍ବରୁ ଇସ୍ତଫା ଦେଇଛନ୍ତି ସୋନୋୱାଲ ।
ଆୟୋଜିତ ହୋଇଥିବା ଏହି ବୈଠକରେ କେନ୍ଦୟୀୟ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ଉପସ୍ଥିତ ଅଛନ୍ତି । ସେହିପରି ବିଜେପିର ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି ।