ଭୁବନେଶ୍ୱର,୬ା୨/(ବ୍ୟୁରୋ): ଯାହା ସ୍ୱର ଶୁଣିଲେ ଷ୍ଟେଜ୍ ଥରେ । ଯାହା ଗୀତ ଶୁଣିବା ଲାଗି ଯୁବଗୋଷ୍ଠୀ ଛକାପଞ୍ଝା ଲାଗନ୍ତି । ସେହି ଯୁବକଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି । ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଅଚାନକ୍ ଏମିତି ଏକ ସୂଚନା ଭାଇରାଲ ହୋଇଥିଲା । ଯାହାକୁ ନେଇ କେବଳ ଭୁବନେଶ୍ୱର କି’ କଟକ ନୁହେଁ ପୂରା ଓଡିଶା ହଲଚଲ ହୋଇଥିଲା । ସଗୀଂତ ପ୍ରେମୀକୁ ଏପରି ଖବର ଶକ୍ତ ଧକ୍କା ଦେଇଥିଲା । କେମିତି ଓ କିଭଳି ଘଟଣାର ସତ୍ୟସତ୍ୟ ଜାଣିବେ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିଲା ହ୍ୟୁମାନସାଗରଙ୍କ ଫ୍ୟାନ୍ସ ମଧ୍ୟରେ । ତେବେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି । କିଛିଦିନ ତଳେ ହାସ୍ୟ ଅଭିନେତା ଜୟୀଙ୍କ ମୃତ୍ୟୁକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ବାରମ୍ବାର କଳାକାରଙ୍କୁ ଏମିତି ହତାଶ କରିବା ଆଦୌ ଶୁଭଙ୍କର ନୁହଁ ବୋଲି ମତ ପ୍ରକାଶ ପାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024