ଭୁବନେଶ୍ୱର,୬ା୨/(ବ୍ୟୁରୋ): ଯାହା ସ୍ୱର ଶୁଣିଲେ ଷ୍ଟେଜ୍ ଥରେ । ଯାହା ଗୀତ ଶୁଣିବା ଲାଗି ଯୁବଗୋଷ୍ଠୀ ଛକାପଞ୍ଝା ଲାଗନ୍ତି । ସେହି ଯୁବକଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି । ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଅଚାନକ୍ ଏମିତି ଏକ ସୂଚନା ଭାଇରାଲ ହୋଇଥିଲା । ଯାହାକୁ ନେଇ କେବଳ ଭୁବନେଶ୍ୱର କି’ କଟକ ନୁହେଁ ପୂରା ଓଡିଶା ହଲଚଲ ହୋଇଥିଲା । ସଗୀଂତ ପ୍ରେମୀକୁ ଏପରି ଖବର ଶକ୍ତ ଧକ୍କା ଦେଇଥିଲା । କେମିତି ଓ କିଭଳି ଘଟଣାର ସତ୍ୟସତ୍ୟ ଜାଣିବେ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିଲା ହ୍ୟୁମାନସାଗରଙ୍କ ଫ୍ୟାନ୍ସ ମଧ୍ୟରେ । ତେବେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି । କିଛିଦିନ ତଳେ ହାସ୍ୟ ଅଭିନେତା ଜୟୀଙ୍କ ମୃତ୍ୟୁକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ବାରମ୍ବାର କଳାକାରଙ୍କୁ ଏମିତି ହତାଶ କରିବା ଆଦୌ ଶୁଭଙ୍କର ନୁହଁ ବୋଲି ମତ ପ୍ରକାଶ ପାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024