କଳାହାଣ୍ଡି ( ଏଟିଆର ବ୍ୟୁରୋ ) ; ପୁଣି ସିପିଆଇ ମାଓବାଦୀ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଂଚଳରେ ମାଓ ପୋଷ୍ଟର ରାସ୍ତା କଡ ଗଛରେ ଲଗାଯାଇଛି । ଜଗନ୍ନାଥପୁର ପଂଚାୟତର କଦମଗୁଡା ଛକ, ତ୍ରିଲୋଚନପୁର, ଆମ୍ବଗୁଡ଼ା ଗାଁ ରାସ୍ତାରେ ମାଓ ପୋଷ୍ଟର ଲଗାଯାଇଥିବା ବେଳେ ଏହି ପୋଷ୍ଟରରେ ଆଇନଜୀବୀ, ପତ୍ରକାର, ମାନବାଧିକାର କର୍ମୀ ସମାଜସେବୀ ଭିତ୍ତି ରାଓ, ସୁଦ୍ଧା ଭରଦ୍ୱାଜ, ଗୌତମ ନାଉଲେଖ, ଅରୁଣ ପେରାର ଓ ବର୍ଣ୍ଣେଲଗୁଣ୍ଡଳଙ୍କୁ ତୁରନ୍ତ ମୁକ୍ତି କରିବା ପାଇଁ ଦାବି ହୋଇଛି । ଏହାସହ ଫସିବାଦ ମୋଦି ସରକାର ବିରୁଦ୍ଧରେ ଏକ ହେବାପାଇଁ ଆହ୍ୱାନ ଦିଆଯାଇଛି । ପତ୍ରକାର, ଆଇନଜୀବୀ, ବୁଦ୍ଧିଜୀବୀ, ମାନବାଧିକାର କର୍ମୀଙ୍କ ଉପରେ ଚାଲିଥିବା ଦମନରାଜ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024