ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି । ମହାମାରୀ କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ଅନେକ ଲୋକଙ୍କର ମଧ୍ୟ ଜୀବନ ଯାଉଛି । ତେବେ ଆଜି ରାଜ୍ୟରେ ପୁଣି ମାହାମାରୀ କାରଣରୁ ୧୧ଜଣଙ୍କ ମୃତ୍ୟୁ ହୋଇଛି ।
Regret to inform of the demise of eleven Covid positive patients while under treatment in hospitals.
1.A 57 year old male of Balasore district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 2, 2020
2.A 57 year old male of Bhadrak district who was also suffering from Diabetes & Hypertension.
3. A 62 year old male of Bhubaneswar who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 2, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ପ୍ରଦାନ କରାଯାଇଛି । ଯାହାଫଳରେ ରାଜ୍ୟରେ କରୋନାଭନିତ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚି ଯାଇଛି । ତେବେ ଆଜି ଆଖି ବୁଜିଥିବା ୧୧ଜଣଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୩ଜଣ ରହିଥିବା ବେଳେ ଖୋର୍ଦ୍ଧାର ୨ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତିତ ପୁରୀ, ରାୟଗଡା, ସମ୍ବଲପୁର, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏ ମହାମାରୀ କାରଣରୁ ମୃତ୍ୟୁବରଣ କରିଛନ୍ତି ।
8.A 90 year old male of Jagatsingpur district who was also suffering from Hypertension.
9.A 52 year old male of Puri district who was also suffering from Hypertension.
10.A 64 year old male of Rayagada district who was also suffering from Hypertension, Anemia.
— H & FW Dept Odisha (@HFWOdisha) September 2, 2020
11.A 58 year old female of Sambalpur district.
— H & FW Dept Odisha (@HFWOdisha) September 2, 2020