ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରୁ ୧୩୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୧ ଟି ଜିଲ୍ଲାରୁ ୧୩୦ ଜଣ ଆକ୍ରାନ୍ତ ଚିହ୍ନଡ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ କଟକରୁ ୨୩ ଜଣ ଚିହ୍ନଟ ହୋଇ ଥିବା ବେଳେ ମୟୂରଭଞ୍ଜ ଓ ଖେ।।ର୍ଦ୍ଧାରୁ ୨୨ ଜଣ ଲୋଖାଏଁ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 4th JUNE
New positive cases: 130
In quarantine:124
Local contacts:06(Details of local contacts will be shared by concerned District Administration)
1. Koraput: 6
2. Khordha: 22
3. Puri: 1
4. Raygada: 1
5. Jajpur: 3
6. Jagatsinghpur: 1— I & PR Department, Odisha (@IPR_Odisha) June 5, 2020
ସେହିଭଲି କେରାଫୁଟରୁ ୬, ଯାଜପୁରରୁ ୩, ଗଜପତିରୁ ୭, ଭଦ୍ରକରୁ ୪, ଢେଙ୍କାନାଳରୁ ୨, ବଲାଙ୍ଗୀରରୁ ୩, ବରଗଡରୁ ୪, କେନ୍ଦୁଝରରୁ ୨, କନ୍ଦମାଳରୁ ୩, ଗଞ୍ଜାମରୁ ୧୨, କଲାହାଣ୍ଡିରୁ ୩, ସୁନ୍ଦରଗଡରୁ ୭, କେନ୍ଦ୍ରପଡାରୁ ୨ ପୁରୀ, ରାୟଗଡା, ଜଗତସିଂହପୁର, ଅନୁଗୁଳ, ସେନପୁରରୁ ଜଣ ଲୋଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ରେ ପହଞ୍ଚିଛି ।
ସେହିପରି ରାଜ୍ୟରେ ମୋଟ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଲି ରାଜ୍ୟରେ ମୋଟ ୧୧୧୭ ଟି ସକ୍ରିୟ କେସ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
7. Gajapati: 7
8. Mayurbhanj: 22
9. Cuttack: 23
10. Angul: 1
11. Bargarh: 4
12. Dhenkanal: 2
13. Bolangir: 3
14. Bhadrak: 4
15. Keonjhar: 2
16. Kandhamal: 3
17. Kalahandi: 3
18. Ganjam: 12
19. Sundargarh: 7
20. Sonepur:1
21. Kendrapada: 2— I & PR Department, Odisha (@IPR_Odisha) June 5, 2020