ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ରାଜ୍ୟରେ ୩୬୪୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 14th September
New Positives Cases: 3645
In quarantine: 2151
Local contacts: 1494(Details of local contacts will be shared by concerned Dist Administration)
District Wise Cases
1. Angul: 39
2. Balasore: 156
3. Bargarh: 157
4. Bhadrak: 143
5. Balangir: 39— I & PR Department, Odisha (@IPR_Odisha) September 15, 2020
ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୫୧ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୪୯୪ଟି ଲୋକାଲ କେସ ରହିଛି । ଯାହାଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ପୁଣି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 30
7. Cuttack: 357
8. Deogarh: 15
9. Dhenkanal: 68
10. Gajapati: 9
11. Ganjam: 46
12. Jagatsinghpur: 95
13. Jajpur: 116
14. Jharsuguda: 91
15. Kalahandi: 79
16. Kandhamal: 95
17. Kendrapada: 75
18. Keonjhar: 56
19. Khurda: 517
20. Koraput: 95
21. Malkangiri: 33— I & PR Department, Odisha (@IPR_Odisha) September 15, 2020
ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ମୋଟ ୧୫୮୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୫୯୨୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୨୦୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜ୍ୟରେ ୨୫୧୬୪୫୭ଟି ସାମ୍ପୁଲ ଟେଷ୍ଟ ହୋଇଛି ।
22. Mayurbhanj: 137
23. Nawarangpur: 90
24. Nayagarh: 38
25. Nuapada: 90
26. Puri: 246
27. Rayagada: 79
28. Sambalpur: 127
29. Sonepur: 99
30. Sundargarh: 84
31. State Pool: 344New Recoveries: 3382
Cumulative Tested: 2516457
Positive: 158650
Recovered: 122024
Active Case: 35928— I & PR Department, Odisha (@IPR_Odisha) September 15, 2020