ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ମହାମାରୀ । ବିଶ୍ୱର ସବୁ କୋଣରେ ଏହି ମହାମାରୀ ଅନେକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଓଡିଶାରେ ମଧ୍ୟ ଯେଉଁ ସ୍ଥାନରେ ଏହି କୋଭିଡ-୧୯ କେସ କମ୍ ଥିଲା ଆଜି ତାହା ଓଡିଶାର ସବୁ ଜିଲ୍ଲାରେ ବ୍ୟାପି ଗଲାଣି । ଏହି ମହାମାରୀରୁ ନିଜ ଜୀବନକୁ ରକ୍ଷା କରିବା ସହଜ ନୁହେଁ କିନ୍ତୁ ଯେଉଁଠି ବୟସ୍କ ଲୋକଙ୍କର ଅଧିକ ମୃତ୍ୟୁ ହେଉଛି ସେଠାରେ ଏହି ସଂକ୍ରମଣକାରୀ ମହାମାରୀ ସହ ଲଢି ଜୀବନ ଯୁଦ୍ଧ ଜିତିଛନ୍ତି । କେନ୍ଦ୍ରାପଡାରେ ରହୁଥିବା ୮୫ ବୟସର ବୃଦ୍ଧ ସୁରେନ୍ଦ୍ର ପତି ଓ ତାଙ୍କ ସ୍ତ୍ରୀ ସାବିତ୍ରି ପତି ଯାହାଙ୍କୁ ୭୮ ବର୍ଷ । ବୃଦ୍ଧ ସୁରେନ୍ଦ୍ର ପତି କ୍ୟାନ୍ସର ରୋଗରେ ପିଡିତ ତେଣୁ କୋରୋନା ଭଳି ମହାମାରୀରୁ ବଞ୍ଚିବା ବଡ କଥା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଏହି ଦୁଇ ବୃଦ୍ଧ କୋରୋନା ଯୁଦ୍ଧାଙ୍କୁ ଟ୍ୟିଟ କରି ଅଭିନନ୍ଦନ ଜଣାଇଛନ୍ତି ଓ ସୁସ୍ଥ ଜୀବନ ପାଇଁ କାମନା କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024