ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ମହାମାରୀ । ବିଶ୍ୱର ସବୁ କୋଣରେ ଏହି ମହାମାରୀ ଅନେକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଓଡିଶାରେ ମଧ୍ୟ ଯେଉଁ ସ୍ଥାନରେ ଏହି କୋଭିଡ-୧୯ କେସ କମ୍ ଥିଲା ଆଜି ତାହା ଓଡିଶାର ସବୁ ଜିଲ୍ଲାରେ ବ୍ୟାପି ଗଲାଣି । ଏହି ମହାମାରୀରୁ ନିଜ ଜୀବନକୁ ରକ୍ଷା କରିବା ସହଜ ନୁହେଁ କିନ୍ତୁ ଯେଉଁଠି ବୟସ୍କ ଲୋକଙ୍କର ଅଧିକ ମୃତ୍ୟୁ ହେଉଛି ସେଠାରେ ଏହି ସଂକ୍ରମଣକାରୀ ମହାମାରୀ ସହ ଲଢି ଜୀବନ ଯୁଦ୍ଧ ଜିତିଛନ୍ତି । କେନ୍ଦ୍ରାପଡାରେ ରହୁଥିବା ୮୫ ବୟସର ବୃଦ୍ଧ ସୁରେନ୍ଦ୍ର ପତି ଓ ତାଙ୍କ ସ୍ତ୍ରୀ ସାବିତ୍ରି ପତି ଯାହାଙ୍କୁ ୭୮ ବର୍ଷ । ବୃଦ୍ଧ ସୁରେନ୍ଦ୍ର ପତି କ୍ୟାନ୍ସର ରୋଗରେ ପିଡିତ ତେଣୁ କୋରୋନା ଭଳି ମହାମାରୀରୁ ବଞ୍ଚିବା ବଡ କଥା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଏହି ଦୁଇ ବୃଦ୍ଧ କୋରୋନା ଯୁଦ୍ଧାଙ୍କୁ ଟ୍ୟିଟ କରି ଅଭିନନ୍ଦନ ଜଣାଇଛନ୍ତି ଓ ସୁସ୍ଥ ଜୀବନ ପାଇଁ କାମନା କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024