ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୭ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତି ଆୟୋଗ ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ ।
ଏହି ବୈଠକରେ ସେ ସ୍ୱତନ୍ତ୍ର ରଜ୍ୟ ପାହ୍ୟା ପ୍ରସଙ୍ଗ ସମେତ ସ୍ୱତନ୍ତ୍ର ପ୍ୟାକେଜ, ବ୍ୟାଙ୍କ ବ୍ୟବସ୍ଥାକରଣ, ଟେଲିକମ୍ୟୁନିକେସନ ସୁବିଧା ଆଦିର ଦାବି କରିବେ ।