ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବ୍ରହ୍ମାଣ୍ଡର ବିଭିନ୍ନ ଗ୍ୟାସ ର ତାପମାତ୍ରା ବଢିବାରେ ଲାଗିଛି ।ଗତ ହଜାର ବର୍ଷ ମଧ୍ୟରେ ଏହାର ତାପମାତ୍ରା ୧୦ ଗୁଣା ବଢିଛି ବୋଲି ଏ ନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍ ଫିଜିକସ ଗବେଷଣା ରୁ ଉଲ୍ଲେଖ କରାଯାଇଛି । ଏହାର ତାପମାତ୍ରା ୨୦ ଲକ୍ଷ ଡ଼ିଗ୍ରୀ କ୍ୱଲେନ୍ ତାପମାତ୍ରାରେ ପହଞ୍ଚିଛି । ଯାହାକି ୪ନିୟୁତ ଫାରେନହାଇଟ ଡ଼ିଗ୍ରୀ ସହ ସମାନ । ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ଏହାର ତାପମାତ୍ରା ବୃଦ୍ଧି ପାଇଛି । ଏନେଇ ପୃଥିବୀ ସମେତ ଅନ୍ୟ ଗ୍ରହ ଗୁଡ଼ିକ ରେ ଥିବା ଗ୍ୟାସର ତାପମାତ୍ରା ବଢିବାରେ ଲାଗିଛି ବୋଲି କୁହାଯାଇଛି ।
ତେବେ ପୃଥିବୀରେ ତାପମାତ୍ରା ବୃଦ୍ଧି ପାଇବାର ଅନେକ କାରଣ ମଧ୍ୟ ରହିଛି ।୧୮୭୦ ଠାରୁ ଶିଳ୍ପାୟନ ଜାରି ରହିବା ଯୋଗୁ ଏହାର ପ୍ରଭାବ ପୃଥିବୀର ତାପମାନ ଉପରେ ପଡ଼ିବାରେ ଲାଗିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେଏହା କ୍ରମଶ ବୃଦ୍ଧି ହେଉଥିବାର ଜଣାପଡ଼ିଛି ।୨୦୧୪ ରେ ଏଲିଏନିନୋ ଭୁମଧ୍ୟ ରେଖାର ପୂର୍ବର୍ ପ୍ରଶାନ୍ତସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ଯୋଗୁ ବିଶ୍ୱ ତାପମାତ୍ରା ସଂଙ୍କଟ ସ୍ଥିତିରେ ପହଞ୍ଚିଥିଲା । ଏହା ଯୋଗୁ ପୃଥିବୀ ଉପରେ ବିପଦ ଆସୁଛି ବୋଲି କୁହାଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024