ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବ୍ରହ୍ମାଣ୍ଡର ବିଭିନ୍ନ ଗ୍ୟାସ ର ତାପମାତ୍ରା ବଢିବାରେ ଲାଗିଛି ।ଗତ ହଜାର ବର୍ଷ ମଧ୍ୟରେ ଏହାର ତାପମାତ୍ରା ୧୦ ଗୁଣା ବଢିଛି ବୋଲି ଏ ନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍ ଫିଜିକସ ଗବେଷଣା ରୁ ଉଲ୍ଲେଖ କରାଯାଇଛି । ଏହାର ତାପମାତ୍ରା ୨୦ ଲକ୍ଷ ଡ଼ିଗ୍ରୀ କ୍ୱଲେନ୍ ତାପମାତ୍ରାରେ ପହଞ୍ଚିଛି । ଯାହାକି ୪ନିୟୁତ ଫାରେନହାଇଟ ଡ଼ିଗ୍ରୀ ସହ ସମାନ । ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ଏହାର ତାପମାତ୍ରା ବୃଦ୍ଧି ପାଇଛି । ଏନେଇ ପୃଥିବୀ ସମେତ ଅନ୍ୟ ଗ୍ରହ ଗୁଡ଼ିକ ରେ ଥିବା ଗ୍ୟାସର ତାପମାତ୍ରା ବଢିବାରେ ଲାଗିଛି ବୋଲି କୁହାଯାଇଛି ।
ତେବେ ପୃଥିବୀରେ ତାପମାତ୍ରା ବୃଦ୍ଧି ପାଇବାର ଅନେକ କାରଣ ମଧ୍ୟ ରହିଛି ।୧୮୭୦ ଠାରୁ ଶିଳ୍ପାୟନ ଜାରି ରହିବା ଯୋଗୁ ଏହାର ପ୍ରଭାବ ପୃଥିବୀର ତାପମାନ ଉପରେ ପଡ଼ିବାରେ ଲାଗିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେଏହା କ୍ରମଶ ବୃଦ୍ଧି ହେଉଥିବାର ଜଣାପଡ଼ିଛି ।୨୦୧୪ ରେ ଏଲିଏନିନୋ ଭୁମଧ୍ୟ ରେଖାର ପୂର୍ବର୍ ପ୍ରଶାନ୍ତସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ଯୋଗୁ ବିଶ୍ୱ ତାପମାତ୍ରା ସଂଙ୍କଟ ସ୍ଥିତିରେ ପହଞ୍ଚିଥିଲା । ଏହା ଯୋଗୁ ପୃଥିବୀ ଉପରେ ବିପଦ ଆସୁଛି ବୋଲି କୁହାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024