ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆମେରିକା ନିର୍ବାଚନରେ ଡ଼ୋନାଡଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଜୋ ବିଡ଼େନ । ନିର୍ବାଚନ ପରେ କମଲା ହ୍ର୍ୟାରିସଙ୍କ ଦ୍ୱାରା ନିଜ ସମ୍ପର୍କ ରେ ଲେଖା ଯାଇଥିବା ନିଜ ଲେଖା ପୁସ୍ତକ ର ବିକ୍ରି ବଢିଛି । ଏହି ପୁସ୍ତକରେ ଛୋଟପିଲାଙ୍କର ସୁପରହୀରୋସ୍ ଆର ଏଭ୍ରିହ୍ୱେୟାର , ତାଙ୍କ ସ୍ମରଣର ଦ ଟୃଥସ୍ ୱି ହୋଲ୍ଡ, , ଏନ ଆମେରିକା ଜର୍ଣ୍ଣି ଲେଖାହୋଇଥିଲା । ଏବଂ ମୀନା ହ୍ୟାରିସଙ୍କ ଦ୍ୱୀରା କମଲା ଏଣ୍ଡ ମାୟା ବିଗ୍ ଆଇଡ଼ିଆ ଏବଂ ନିକ୍କି ଗ୍ରିମଙ୍କ ପୁସ୍ତକ କମଲା ହ୍ୟାରିସ ,ରୁଟେଡ଼ ଇନ୍ ଜଷ୍ଟିସ ମଧ୍ୟ ରହିଛି । ଉପରାଷ୍ଟ୍ରପତି ଙ୍କ ଏହି ପୁସ୍ତକ ଆମାଜନର ୧୦ଟି ପୁସ୍ତକ ମଧ୍ୟରୁ ୪ଟି ପୁସ୍ତକ ଶୀର୍ଷ ସ୍ଥାନରେ ରହିଛି ।ଆମେରିକାର ପ୍ରଥମ ମହିଳା କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024