ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆମେରିକା ନିର୍ବାଚନରେ ଡ଼ୋନାଡଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଜୋ ବିଡ଼େନ । ନିର୍ବାଚନ ପରେ କମଲା ହ୍ର୍ୟାରିସଙ୍କ ଦ୍ୱାରା ନିଜ ସମ୍ପର୍କ ରେ ଲେଖା ଯାଇଥିବା ନିଜ ଲେଖା ପୁସ୍ତକ ର ବିକ୍ରି ବଢିଛି । ଏହି ପୁସ୍ତକରେ ଛୋଟପିଲାଙ୍କର ସୁପରହୀରୋସ୍ ଆର ଏଭ୍ରିହ୍ୱେୟାର , ତାଙ୍କ ସ୍ମରଣର ଦ ଟୃଥସ୍ ୱି ହୋଲ୍ଡ, , ଏନ ଆମେରିକା ଜର୍ଣ୍ଣି ଲେଖାହୋଇଥିଲା । ଏବଂ ମୀନା ହ୍ୟାରିସଙ୍କ ଦ୍ୱୀରା କମଲା ଏଣ୍ଡ ମାୟା ବିଗ୍ ଆଇଡ଼ିଆ ଏବଂ ନିକ୍କି ଗ୍ରିମଙ୍କ ପୁସ୍ତକ କମଲା ହ୍ୟାରିସ ,ରୁଟେଡ଼ ଇନ୍ ଜଷ୍ଟିସ ମଧ୍ୟ ରହିଛି । ଉପରାଷ୍ଟ୍ରପତି ଙ୍କ ଏହି ପୁସ୍ତକ ଆମାଜନର ୧୦ଟି ପୁସ୍ତକ ମଧ୍ୟରୁ ୪ଟି ପୁସ୍ତକ ଶୀର୍ଷ ସ୍ଥାନରେ ରହିଛି ।ଆମେରିକାର ପ୍ରଥମ ମହିଳା କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024