ଭୁବନେଣ୍ୱର (ଏଟିଆର ବ୍ୟୁରୋ): ରୁପା ରେ ଝଟକି ଉଠିବ ଶ୍ରୀ ମନ୍ଦିରରେ ୮ ଟି ଦ୍ୱାର । ଏ ନେଇ ଆଗରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଏହାର ବୈଠକ ବସିବାକୁ ଜାଉଛି । ରୁପା ଦ୍ୱାରା ନିର୍ମିତ ପ୍ରଥମ ସାତଟି ପାହାଚ ବର୍ମା ଶାଗୁଆନ କାଠରେ ପ୍ରସ୍ତୁତ ହେବ । ଏହାର ପ୍ରତିଟି ଦ୍ୱାର ଶାଗୁଆନ କାଠ ରେ ତିଆରି ହେଉଥିବା ବେଳେ ଏହାର ମୋଟେଇ ୪ଇଞ୍ଚ ରହିବ । ଏଥି ସହିତ କଳାହାଟ ଦ୍ୱାରରେ ସୁନାର ଚଦରରେ ଛାଉଣି କରାଯିବ ବୋଲି ପୁରୀ ସେବାୟତ ମାନେ ନିଜର ମତପୋଷଣ କରିଛନ୍ତି । ରୂପାର ଛାଉଣୀ ନେଇ ସ୍ୱତନ୍ତ୍ର ଡ଼ିଜାଇନ ପ୍ରସ୍ତୁତି କରାଯିବ ବୋଲି ଆଲୋଚନା କରାଯାଇଛି । ଏହି ଡ଼ିଜାଇନ କୁ ୬ଜଣ କାରିଗର ପ୍ରସ୍ତୁତି କରିଛନ୍ତି । ଏଥିରେ କାଠ ର ଡ଼ିଜାଇନ ପାଇଁ ଅନୁମୋଦନ ମିଳିସାରିଛି । ୨୫ଶହ କିଲୋର ରୂପାରେ ଛାଉଣି ହେବ ୮ଟି ଦ୍ୱାର । ବେହେରଣ ଦ୍ୱାର , ଜୟବିଜୟ ଓ କଳାହାଟ ଦ୍ୱାରର ନିର୍ମାଣ କାର୍ଯ୍ୟ ଗୁଣ୍ଡଚା ସମୟରେ ଆରମ୍ଭ ହେବ ।ତେବେ ଏ ନେଇ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024