– ଭାରତରୁ ସାହାର୍ଯ୍ୟ କଲାପରେ ରଙ୍ଗ ବଦଳାଇଲା ଆମେରିକା, ଟ୍ୱିଟରରେ ମୋଦିଙ୍କୁ ୱାଇଟ ହାଉସ କଲା ଅନଫଲୋ
– ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ, ନୂଆକରି କେନ୍ଦୁଝର, ଝାରସୁଗୁଡା ଓ ଦେବଗଡ ଛୁଇଁଲା କରୋନା, ସଂଖ୍ୟା ୧୨୨
– ୫୪ ବର୍ଷ ବୟସରେ ପ୍ରଖ୍ୟାତ ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ
– ଘରୋଇ ହସ୍ପିଟାଲକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ , ଏଣିକି ଆଉ କୌଣସି ଗୁରୁତର ରୋଗୀକୁ ଚିକିତ୍ସା କରିବାକୁ ମନା କରି ପାରିବ ନାହିଁ ଘରୋଇ ହସ୍ପିଟାଲ
– ବଲାଙ୍ଗୀରରେ ଭୁଷୁଡିଲା ନିର୍ମାଣଧୀନ ବ୍ରିଜ, ୨ ମୃତ
– କଟକ ସିଡିଏ ୧୧ ରେ ଠାବ ହେଲା ନକଲି ସାନିଟାଇଜୀ କାରଖାନା, ଅବକାରୀ ବିଭାଗର ଚଢାଉ
– ଲକ ଡାଉନ ବଢିଲେ, କୋର୍ଟରେ ହେବନାହିଁ ଗ୍ରାଷ୍ମ ଅବକାଶ, ଖୋଲା ରହିବ କୋର୍ଟ
– ପୁଣି ଭୁବନେଶ୍ୱର ଫେରିଲା କରୋନା, ସୂର୍ଯ୍ୟନଗରରୁ ଜଣେ ପଜିଟିଭ ଚିହ୍ନଟ
– ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କୌଣସିବି ଶ୍ରମିକ ବାଦ ପଡିବେନି ଖାଦ୍ୟ ସୁରକ୍ଷା ଯୋଜନାରୁ, ଏହାପରେ କଡା ନଜର ରଖିବାକୁ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
– ଭଦ୍ରକ ଓ ରାଉରକେଲାରେ କଣ୍ଟେନମେଣ୍ଟ ଜୋନ ଜଗିଲା ଡ୍ରୋନ
– ରାଜଧାନୀରେ ସର୍ତ୍ତମୂଳକ ଭାବେ କୋହଳ ହେଲା କଟକଣା
ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ