ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବାତ୍ୟା ପାଇଁ ପୁରା ଠପ ଅନେକ ସେବା । ଗୋଟିଏ ପରେ ଗୋଟିଏ ବିଭାଗର କାର୍ଯ୍ୟଗୁଡିକ ବାତିଲ କରାଯାଉଛି । ବାତ୍ୟାର ଭୟଙ୍କର ଚିତ୍ରକୁ ଅନୁଧ୍ୟାନ କରି ବିଭିନ୍ନ କମ୍ପାନୀ , ସରକାରୀ ବିଭାଗ ପକ୍ଷରୁ ବହୁ ସେବାକୁ ବାତିଲ ମଧ୍ୟ କରାଯାଇଛି । ତିତଲି ଭୟରେ ରେଳ ବିଭାଗ ହେଲ୍ପ ଲାଇନ ନମ୍ବର ଜାରି କରିଛି । ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫ ହେି ନମ୍ବର ମାଧ୍ୟମରେ ଆପଣ ସହାୟତା ପାଇ ପାରିବେ । ସେହିପରି ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ରେଲୱେ ଗ୍ରୁପ୍ ଡି ପରୀକ୍ଷା ବାତିଲକୁ ମଧ୍ୟ ବାତିଲ କରାଯାଇଛି । ଅନ୍ୟପଟେ ଇଣ୍ଡିଗୋ ବିମାନ ସେବାକୁି ମଧ୍ୟ ବାତିଲ କରାଯାଇଛି । ବାତ୍ୟା ଭୟରେ ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସର ଗତିପଥକୁ ବଦଲାଯାଇଛି । ସେପଟେ ପ୍ରଶାନ୍ତି ଓ ବିଶାଖା ଏକ୍ସପ୍ରେସକୁ ମଧ୍ୟ ବାତିଲ ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁଖିଲା ଖାଦ୍ୟ ପୁଡିଆ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024