ବ୍ରହ୍ମପୁର(ଏଟିଆର ବ୍ୟୁରୋ):ଚତୁର୍ଥ ଥର ପାଇଁ ପ୍ଲାଜମା ଦାନ କରି ଚର୍ଚ୍ଚାରେ ରହିଛନ୍ତି ଯବାନ । ଯୁଥିଷ୍ଟିର ରାଓ ଗଂଜାମ ଜିଲ୍ଲାର ଏସପି ଅଷ୍ଟମ ବାଟାଲିୟନର ସିପାହୀ ଭାବେ କାର୍ଯ୍ୟରୂପେ ପାଳନ କରନ୍ତି ।ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଲଗାତାର ଭାବେ ୪ର୍ଥ ଥର ପାଇଁ ପ୍ଲାଜମା ଦାନ କରି ଯୁ୍ଧିଷ୍ଟିର ଚର୍ଚ୍ଚା ସାଉଁଟିଛନ୍ତି ।
ଯବାନଙ୍କ ଏହି ଇଚ୍ଛା ଶକ୍ତି ପାଇଁ ଅଷ୍ଟମ ବାଟାଲିୟନର ଶହେରୁ ଅଧିକ ଯବାନ ପ୍ଲାଜମା ଦାନ କରିଛନ୍ତି । ସଂକ୍ରମଣ ରୋକିବା ପାଇଁ ଜରୁରୀ ସମୟରେ ସେ ଏହି ପ୍ଲାଜମା ଦାନ କରିଛନ୍ତି ।ଜିଲ୍ଲାର ଅନେକ କୋଭିଡ ଯୋଦ୍ଧା କରିଛନ୍ତି । ଯୁଧିଷ୍ଟିର ରାଓ ୪ର୍ଥ ଥର ପ୍ଲାଜମା ଦାନ କରି ଚର୍ଚ୍ଚା ସାଉଁଟିଛନ୍ତି ।