ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଏନଡ଼ିଏ ବିଧାୟକ ଦଳ ବୈଠକରେ ନୀତିଶ ଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।ପ୍ରଥମେ ଜେଡ଼ିୟୁ ଓ ବିଜେପି ପୃଥକ ପୃଥକ ବୈଠକ କରିଥିବା ବେଳେ ନୀତିଶଙ୍କ ନାଁ ରେ ସହମତି ପ୍ରକାଶ ପାଇଥିଲା । ନୀତିଶଙ୍କୁ ଜେଡ଼େୟୁ ବୈଠକରେ ବିଧାୟକ ଦଳର ନେତା ଭାବେ ବଛାଯାଇଥିଲା ।ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂ ନୀତିଶଙ୍କ ନାଁ ଘୋଷଣା କରିଥିଲେ ।
ବିହାରରେ ନିର୍ବାଚନରେ ଏନଡ଼ିଏ କୁ ୧୨୫ ଟି ଆସନ ମିଳିଛି । ଏଥର ବିଜେପି ମେଂଟରେ ବଡ଼ ଦଳ ହୋଇଥିବାର ମନ୍ତ୍ରୀମଣ୍ଡଳରେ ବିଜେପିର ଅଧିକ ସଦସ୍ୟ ରହିବେ ବୋଲି ଆଶା କରାଯାଇଛି । ବିଧାନସଭା ର ସଂଖ୍ୟା ଅନୁସାରେ ରାଜ୍ୟରେ ସର୍ବାଧିକ ୩୬ ମନ୍ତ୍ରୀ ଶପଥ ନେଇପାରିବେ । ଗତଥର ଅପେକ୍ଷା ୨୧ ଜଣ ବିଜେପି ବିଧାୟକ ବିଧାନସଭା କୁ ନିର୍ବାଚନ ହୋଇଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ୩୦ ରେ ଶପଥ ଗ୍ରହଣ ଆୟୋଜିତ ହେବ । ଏଥିରେ ନୀତିଶଙ୍କ ସମେତ ଅନ୍ୟ ବିଧାୟକ ମାନେ ଶପଥ ନେବେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024