ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଏନଡ଼ିଏ ବିଧାୟକ ଦଳ ବୈଠକରେ ନୀତିଶ ଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।ପ୍ରଥମେ ଜେଡ଼ିୟୁ ଓ ବିଜେପି ପୃଥକ ପୃଥକ ବୈଠକ କରିଥିବା ବେଳେ ନୀତିଶଙ୍କ ନାଁ ରେ ସହମତି ପ୍ରକାଶ ପାଇଥିଲା । ନୀତିଶଙ୍କୁ ଜେଡ଼େୟୁ ବୈଠକରେ ବିଧାୟକ ଦଳର ନେତା ଭାବେ ବଛାଯାଇଥିଲା ।ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂ ନୀତିଶଙ୍କ ନାଁ ଘୋଷଣା କରିଥିଲେ ।
ବିହାରରେ ନିର୍ବାଚନରେ ଏନଡ଼ିଏ କୁ ୧୨୫ ଟି ଆସନ ମିଳିଛି । ଏଥର ବିଜେପି ମେଂଟରେ ବଡ଼ ଦଳ ହୋଇଥିବାର ମନ୍ତ୍ରୀମଣ୍ଡଳରେ ବିଜେପିର ଅଧିକ ସଦସ୍ୟ ରହିବେ ବୋଲି ଆଶା କରାଯାଇଛି । ବିଧାନସଭା ର ସଂଖ୍ୟା ଅନୁସାରେ ରାଜ୍ୟରେ ସର୍ବାଧିକ ୩୬ ମନ୍ତ୍ରୀ ଶପଥ ନେଇପାରିବେ । ଗତଥର ଅପେକ୍ଷା ୨୧ ଜଣ ବିଜେପି ବିଧାୟକ ବିଧାନସଭା କୁ ନିର୍ବାଚନ ହୋଇଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ୩୦ ରେ ଶପଥ ଗ୍ରହଣ ଆୟୋଜିତ ହେବ । ଏଥିରେ ନୀତିଶଙ୍କ ସମେତ ଅନ୍ୟ ବିଧାୟକ ମାନେ ଶପଥ ନେବେ ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024