ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡ଼ିଆ ବୈଞାନିକ ଡ଼. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଭାରତୀୟ ବୈଞାନିକ ଟିମ ତାଙ୍କ ନେତୃତ୍ୟରେ ଏକ କାଳୀନ ୫ଟି ପ୍ରଜାତିର ସାପ ଆବିଷ୍କାର କରିଛନ୍ତି । ଏବଂ ଏହା ବିଶ୍ୱ ର ଲୋକପ୍ରିୟ ଟ୍ୟାକ୍ସୋନୋମ ଜର୍ନାଲ ଜୁଟାକ୍ସ ରେ ପ୍ରକାଶିତ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ର ଡ଼େରାବିଶି କଲେଜ ରେ ଅଶୋକ ଅଧ୍ୟାପନା କରୁଛନ୍ତି ।ବେଙ୍ଗାଲୁରୁ ର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସରେ ପିଏଚଡ଼ି ପଢିବା ବେଳେ ସେ ଏହି ଗବେଷଣା କରିଥିଲେ ।
ଅଶୋକଙ୍କ ସମେତ ଅନ୍ୟ ୫ ଜଣ ଭାରତୀୟ ବୈଞାନିକ ଗବେଷଣାରେ ପ୍ରକାଶିତ ହେବା ପରେ ଗ୍ରୀନ ଭାଇରସ ସ୍ନେ୍କ ବା ଲାଉଡ଼ଙ୍କିଆ ଶ୍ରେଣୀର ଏହି ସାପକୁ ମାନ୍ୟତା ମିଳିଛି । ଅଶୋକ ଓ ତାଙ୍କ ସହକର୍ମାଙ୍କ ଦ୍ୱାରା ଆବିଷ୍କାର ହୋଇଥିବା ଏହି ସାପ ଗୁଡ଼ିିକ ହେଲା ଆହାତୁଲା ମାଲବାରିକ , ଆହାତୁଲା ବୋରିଆଲିସ , ଆହାତୁଲା ଟ୍ରାଭାନ୍କୋରିକା, ଆହାତୁଲା ଫନରସୱଦି । ଏବଂ ଆହ।ତୁଲା ସାହ୍ୟାଡ଼୍ରେନସିସ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024