ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡ଼ିଆ ବୈଞାନିକ ଡ଼. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଭାରତୀୟ ବୈଞାନିକ ଟିମ ତାଙ୍କ ନେତୃତ୍ୟରେ ଏକ କାଳୀନ ୫ଟି ପ୍ରଜାତିର ସାପ ଆବିଷ୍କାର କରିଛନ୍ତି । ଏବଂ ଏହା ବିଶ୍ୱ ର ଲୋକପ୍ରିୟ ଟ୍ୟାକ୍ସୋନୋମ ଜର୍ନାଲ ଜୁଟାକ୍ସ ରେ ପ୍ରକାଶିତ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ର ଡ଼େରାବିଶି କଲେଜ ରେ ଅଶୋକ ଅଧ୍ୟାପନା କରୁଛନ୍ତି ।ବେଙ୍ଗାଲୁରୁ ର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସରେ ପିଏଚଡ଼ି ପଢିବା ବେଳେ ସେ ଏହି ଗବେଷଣା କରିଥିଲେ ।
ଅଶୋକଙ୍କ ସମେତ ଅନ୍ୟ ୫ ଜଣ ଭାରତୀୟ ବୈଞାନିକ ଗବେଷଣାରେ ପ୍ରକାଶିତ ହେବା ପରେ ଗ୍ରୀନ ଭାଇରସ ସ୍ନେ୍କ ବା ଲାଉଡ଼ଙ୍କିଆ ଶ୍ରେଣୀର ଏହି ସାପକୁ ମାନ୍ୟତା ମିଳିଛି । ଅଶୋକ ଓ ତାଙ୍କ ସହକର୍ମାଙ୍କ ଦ୍ୱାରା ଆବିଷ୍କାର ହୋଇଥିବା ଏହି ସାପ ଗୁଡ଼ିିକ ହେଲା ଆହାତୁଲା ମାଲବାରିକ , ଆହାତୁଲା ବୋରିଆଲିସ , ଆହାତୁଲା ଟ୍ରାଭାନ୍କୋରିକା, ଆହାତୁଲା ଫନରସୱଦି । ଏବଂ ଆହ।ତୁଲା ସାହ୍ୟାଡ଼୍ରେନସିସ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024