ଭୁବନେଶ୍ୱର (ଏଟିଆର ବୁରୋ) ; ଦାବୀ ନେଇ ଲୋୟର ପିଏଜିରେ ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ପାଚିକା ଏବଂ ସହାୟିକା ସଂଘ । କାରଣ ୨୦୧୮ ଜାନୁୟାରୀରୁ ସରକାର ମାସିକ ୨୦୦୦ ଟଙ୍କା ଦେବାର ପ୍ରତିଶ୍ରୂତି ଦେଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା ପୂରଣ କରିନାହାଁନ୍ତି । ପାଚିକାମାନେ ମାସିକ ମାତ୍ର ୧୪୦୦ ଟଙ୍କା ପାଉଥିବା କହିଛନ୍ତି । ସରକାର ବାକି ୬୦୦ ଟଙ୍କା ସମ୍ପର୍କରେ କୈାଣସି ଉଚାବାସ କରିନାହାଁନ୍ତି ।
ସରକାର କମ ଟଙ୍କାରେ ପାଚିକାମାନଙ୍କୁ ବହୁତ ପରିଶ୍ରମ କରାଉଥିବାର ଦେଖିବାକୁ ମିଳିଛି । ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ତ କାମରେ ନିୟୋଜିତ କରାଉଛନ୍ତି । ମାତ୍ର ଉଚିତ ପାରିଶ୍ରମିକ ମିଳୁନାହିଁ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ଆଣିଛନ୍ତି ।
ସରକାରକଙ୍କୁ ଚେତେଇଦେବା ପାଇଁ ଚଳିତ ୨୨ ତାରିଖରେ ଏକ ବିଶାଳ ଆନ୍ଦୋଳନ ଏବଂ ପ୍ରତିବାଦ କରାଯିବ । ଏହି ପ୍ରତିବାଦରକୁ ଜୋରଦାର କରିବା ପାଇଁ ସାଥ ଦେବେ କେନ୍ଦ୍ରିୟ ଶ୍ରମିକ ସଂଗଠନ ।
ରିପୋର୍ଟ ; ଗୁଣନିଧି ବେହେରା
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024