ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଟିକା ପାଇଁ ଆଜି ସରକାର ବ୍ଲକ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି ।ଏହାର ଅଧ୍ୟକ୍ଷ ପାଇଁ ସ୍ଥାନୀୟ ବିଡ଼ିଓଙ୍କୁ ଚୟନ କରାଯାଇଛି । ଏଥିର ଅନ୍ୟମାନଙ୍କୁ ସଦସ୍ୟ ଭାବେ ସାମିଲ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଞ୍ଚପ୍ତି ଜାରି କରାଯାଇଛି ।
ସରକାରଙ୍କ ପକ୍ଷରୁ ଟିକା କରଣ ପାଇଁ ରାଜ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ସହ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯ।।ଇଛି । ବିଡ଼ିଓ ଏହାର ଅଧ୍ୟକ୍ଷ ଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଧିକାରୀ ଏହାର ଆବାହକ ରହିବେ ।
ସପ୍ତାହରେ ଅତିକମ୍ରେ ଥରେ ଏହି କମିଟିର ବୈଠକ ଅନୁଷ୍ଠିତ ହେବ। ଟିକାକରଣକୁ ତ୍ବରାନ୍ବିତ କରିବା, କରୋନା ଟିକାକରଣ ସମୟରେ ଯେପରି ଅନ୍ୟ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ନ ହୁଏ, ତାହାର ନିରୀକ୍ଷଣ କରିବା ଲାଗି କୁହାଯାଇଛି ।
ଏହା ସହ ସିଡ଼ିପିଓ , ବ୍ଲକ,ଶିକ୍ଷା ଅଧିକାରୀ , ପଞ୍ଚାୟତ ଲୋକପ୍ରତିନିଧି , ଏନସିସି, ପ୍ରାଣୀ ସଂପଦ, ୟୁନିସେଫ, ସ୍ଥାନୀୟ ଏନଜିଓ, ରୋଟାରି, ଓ ସ୍ଥାନୀୟ ଧାର୍ମିକ ନେତୃମଣ୍ଡଳୀ ,ଏହାର ସଦସ୍ୟ ରହିବା ଲାଗି ନିଷ୍ପତ୍ତି ନିଆଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024