ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ତିତଲି ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ। ତିତ୍ଲି ଆନ୍ଧ୍ରର କଳିଙ୍ଗପଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳପଥ ଛୁଇଁବ। ଏବେ ତିତ୍ଲି ଗୋପାଳପୁରଠାରୁ ୩୨୦ କିମି ଓ କଳିଙ୍ଗପଟନମ୍ ଠାରୁ ୨୭୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
ଆଜି ଅପରାହ୍ଣରୁ ଉପକୂଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପବନ ଆରମ୍ଭ ହୋଇଯିବ।ଆରମ୍ଭରୁ ଏହାର ବେଗ ୬୦ରୁ ୭୦ କିମି ରହିବ। ହେଲେ ସମୟ ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଦକ୍ଷିଣ ଉପକୂଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୧୨୦ରୁ ୧୩୦ କିମି ହୋଇଯିବ। ରାତି ପରଠାରୁ ଏହାର ବେଗ ଘଣ୍ଟାପ୍ରତି ୧୪୫ କିମି ପର୍ୟ୍ୟନ୍ତ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି। ପୂରା ଖବର ଜାଣିବାକୁ ଦେଖନ୍ତୁ ଏହି ଭିଡିଓ ଲିଙ୍କରେ କ୍ଲିକ କରନ୍ତୁ । ପୂରା ଖବର ଜାଣିବାକୁ ଦେଖନ୍ତୁ ଏହି ଭିଡିଓ ଲିଙ୍କରେ କ୍ଲିକ କରନ୍ତୁ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024