ଏଟିଆର ବ୍ୟୁରୋ: ଜଳୁଛି ଶିମିଳିପାଳ । ଦିନ ରାତି ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ସାରା ଜଙ୍ଗଲ ଧୂଆଁମୟ । ଅଭୟାରଣ୍ୟରେ ନିଆଁ ଲାଗିବା ଯୋଗୁଁ ଏବେ ବିପଦରେ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ।
ଗତକାଲି ଶିମିଳିପାଳରେ ୪୬ଟି ପଏଣ୍ଟରେ ନିଆଁ ଲାଗିଥିଲା । ନିଅାଁ ଲିଭାଇବା ପାଇଁ ବନ କର୍ମଚାରୀ ଏବଯ ଓଡ୍ରାଫ ଟିମ୍ ସାମିଲ ହେବା ସହ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି ବନ ବିଭାଗ କର୍ମଚାରୀ ।