ନ୍ୟୁଜ୍ ଚ୍ୟାନେଲର ଜିଏସଟି ଦର କମ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ପାଖରେ ଦାବି କଲେ ବ୍ରୋଡକାଷ୍ଟିଂ କମ୍ପାନୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିଭି ସମାଚର ଉଦ୍ୟୋଗ ସହ ଜଡିତ ବ୍ରୋଡକାଷ୍ଟିଙ୍ଗ କମ୍ପାନୀ ପକ୍ଷରୁ ଜିଏସଟି ଦର କମ କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ଦାବି କରାଯାଇଛି । ନ୍ୟୁଜ୍ ଚ୍ୟାନେଲରୁ ସରକାର ୧୮ ପ୍ରତିଶତ ...