ପ୍ରଧାମନ୍ତ୍ରୀଙ୍କୁ ମିଳିଲା ‘ସେରା ୱେକ୍ ଗ୍ଲୋବାଲ ଲିଡରସିପ’ ପୁରସ୍କାର
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନମନ୍ତ୍ରୀ ମୋଦୀଙ୍କୁ ‘ସେରା ୱେକ୍ ଗ୍ଲୋବାଲ ଲିଡରସିପ’ ପୁରସ୍କାରରେ ପୁରସ୍କୃତ କରାଗଲା । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଅଭିଭାଷଣ ପ୍ରଦାନ କରିଥିଲେ । ପୁରସ୍କାର ନେବା ସମୟରେ ମୋଦୀ କହିଛନ୍ତି ...