ସିବିଆଇ ବନାମ ମମତା ମାମଲରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେଜ୍ରିଆଲ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ମମତା ବନାମ ସିବିଆଇ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ । ସେ କହିଛନ୍ତି କି ଲୋକତନ୍ତ୍ରକୁ ମୋଦି ଏକ ମଜାକ ବନେଇ ରଖିଛନ୍ତି ...