ଉଦଘାଟନ୍ ର ଗୋଟେ ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସରେ ତ୍ରୁଟି, ଚିନ୍ତାରେ ଇଂଜିନିୟର
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରଥମ ଦ୍ରୁତଗାମୀ ବିନା ଇଞ୍ଜିନ୍ ଏକ୍ସପ୍ରେସ ଉଦଘାଟନ ଗୋଟେ ଦିନ ମଧ୍ୟରେ ତ୍ରୁଟି ଦେଖାଦେଇଛି । ଏକପ୍ରେସର କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଏବେ ଚିନ୍ତାରେ ପଡିଛନ୍ତି ...