କାହାରିଠୁ ଟଙ୍କା ଉଦ୍ଧାର ନେଉଛନ୍ତି କି? ଆପଣଙ୍କ ସମ୍ପତ୍ତି ଜବତ ହେବା ସହ ଜେଲ୍ ବି ଯାଇ ପାରନ୍ତି, ପଢନ୍ତୁ ପୂରା ରିପୋର୍ଟ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୌଣସି ଜୁରୁରୀ କାଳୀନ ପରିସ୍ଥିତିରେ ଯଦି ଆପଣ କାହାଠୁ ଉଦ୍ଧାର ନେଉଛନ୍ତି ତେବେ ଆଗାମୀ ଦିନରେ ଅସୁବିଧାରେ ପଡି ପାରନ୍ତି । କାରଣ ସରକାରଙ୍କ ପକ୍ଷରୁ ଏକ ନୂଆ ଅଧ୍ୟାଦେଶ ...