ODISHA ବିଜେଡିକୁ ଦୋଷ ଦେଲା କଂଗ୍ରେସ ATRNEWS BUREAU 26 Feb 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ଭୋଟର ତାଲିକାରେ ରାଜ୍ୟର ପ୍ରାୟ ୧୨ ଲକ୍ଷ ଘରୁ ପ୍ରାୟ ୨୦ ଲକ୍ଷ ଭୋଟରଙ୍କ ନାମ ନଥିବା ଅଭିଯୋଗ କରିଛି କଂଗ୍ରେସ ... Read More »
NATIONAL NEWS ଭାରତୀୟ ବାୟୁସେନାଙ୍କୁ ସଲାମ ଜଣାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ATRNEWS BUREAU 26 Feb 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ସ୍ଥିତ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିବାକୁ ନେଇ ଭାରତୀୟ ବାୟୁସେନାକୁ ସଲାମ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦଳର ପ୍ରବକ୍ତା ଅଭିଶେକ ମନୁସିଂଘବୀ କହିଛନ୍ତି କି ... Read More »
NATIONAL NEWS ଆସନ୍ତା କାଲି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ATRNEWS BUREAU 26 Feb 2019 ବାଙ୍ଗାଲୋର (ଏଟିଆର ବ୍ୟୁରୋ); ବୁଧବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦କୁ କଙ୍ଗାରୁ ବାହିନୀ ଜିତି ୧-୦ରେ ଆଗୁଆ ରହିଛି । ଏଣୁ ଦ୍ୱିତୀୟ ମ୍ୟାଚଟି ... Read More »
ODISHA ପୁଣି ଭାରରେ ବୁହା ହେଲେ ପ୍ରସୂତୀ ATRNEWS BUREAU 26 Feb 2019 ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ଭାରରେ ବୁହା ହେଲେ ପ୍ରସୂତୀ । ତେବେ ଭାରରେ ବୁହା ହୋଇ ଯାଉଥିବା ବେଳେ ମହିଳା ଜନ୍ମ ଦେଇଛନ୍ତି । ଏଭଳି ଏକ ଲଗ୍ନ ରୂପ ଦେଖିବାକୁ ମିଳିଛି ... Read More »
NATIONAL NEWS ପୁଲୱାମା ହମଲାକୁ ନେଇ ପାକିସ୍ତାନକୁ ଜବାବ ଦେଲା ଭାରତୀୟ ବାୟୁସେନା ATRNEWS BUREAU 26 Feb 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରକାର ଝଡ ସୃଷ୍ଟି ହୋଇଥିଲା । ଲାଗତର ଭାବେ ଭାରତରେ ଏହି ମାମଲାକୁ ନେଇ କଡା ଜବାବ ... Read More »
ODISHA ଓଡିଶାରେ କେନ୍ଦ୍ର କୃଷି ମନ୍ତ୍ରୀ ATRNEWS BUREAU 26 Feb 2019 କଟକ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ନିର୍ବାଚନ । କେନ୍ଦ୍ରୀୟ ନେତାଙ୍କ ନଜରରେ ଓଡିଶା । ଏଣୁ ଜଣକ ପରେ ଜଣେ କେନ୍ଦ୍ରୀୟ ନେତା ଓଡିଶାରେ ଆସି ଡେରା ପକାଉଥିବା ସାଧାରଣରେ ଚଚ୍ଚ ର୍ା ... Read More »
ODISHA ବଦଳି ପରେ ବୋହିନେଲେ ବାବୁ! ATRNEWS BUREAU 26 Feb 2019 ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବାବୁ ବଦଳିଗଲେ । ଖାସ ଏଥିପାଇଁ ତ’ ଥାନା ଭିତରୁ ଆଖି ପିଛୁଳାକେ ଗାଏବ ହୋଇଗଲା ଏସି । ହୁଏତ ଏ କଥା ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏଭଳି ଏକ ... Read More »