TRS ବିଧାୟକଙ୍କ ଗୁଣ୍ଡାରାଜ୍, ମହିଳା ବନ ଅଧିକାରୀଙ୍କ ଉପରକୁ ହମଲା, ଭିଡିଓ ଭାଇରାଲ
ହାଇଦ୍ରାବାଦ (ଏଟିଆର ବ୍ୟୁରୋ): ମହିଳା ବନ ବିଭାଗ ଅଧିକାରୀଙ୍କ ସହ ବର୍ବରତାପୂର୍ଣ୍ଣ କାଣ୍ଡ ରଚିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସିରପୁରର ବିଧାୟକ କୋନେରୁ କୋନପ୍ପାଙ୍କ ଭାଇ କୋନେରୁ କୃଷ୍ଣ ରାଓ । ଏନେଇ ...