ଭୁବନେଶ୍ୱର(ଏଟିଆର ବ୍ୟୁରୋ): କିଛି ମହିଳାମାନେ ଜନ୍ମରୁ ଭଗ୍ୟଶାଳୀ ହୋଇଥାନ୍ତି । କାରଣ ଜନ୍ମହେବା ପରେ ତାଙ୍କର କିଛିଟା ଲକ୍ଷଣ ତାଙ୍କୁ ସଫଳତାରେ ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁଯାୟୀ କେଉଁ ସବୁ ଲକ୍ଷଣ ଥିଲେ ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
ଲମ୍ବା ଗଳା: କୁହାଯାଏ ଯେ ଯେଉଁ ମହିଳାମାନଙ୍କର ଗଳା ଲମ୍ବା ସେମାନେ ସର୍ବଦା ସୁଖ ଐଶ୍ଚର୍ଯ୍ୟ ଲାଭ କରିଥାନ୍ତି ।
ଲମ୍ବା କାନ: ଏହି ଲକ୍ଷଣ ଥିବା ମହିଳାମାନେ ଦୀର୍ଘ ସମୟ ଧରି ବଞ୍ଚିଥାନ୍ତି । ଏବଂ ଭାଗ୍ୟଶାଳୀ ହୋଇଥାନ୍ତି ।
ଲମ୍ବା କେଶ: ଲମ୍ବା କେଶ ହେଉଛି ଶୁଭ କାର୍ଯ୍ୟ ଏବଂ ଭାଗ୍ୟଶାଳୀ ହେବାର ପ୍ରତୀକ ।
ପୃଷ୍ଠ ଜଂଘ: ଯେଉଁ ମହିଳାମାନଙ୍କର ଜଂଘ ମାଂସରେ ପରିପୂର୍ଣ୍ଣ ହୋଇଥାଏ । ସେମାନେ ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି ।
ବଡ ମସ୍ତିସ୍କ: ଶାସ୍ତ୍ର ଅନୁଯାୟୀ ବଡ ମୁଣ୍ଡ ଥିବା ମହିଳାମାନେ ଖୁବ୍ ଧନୀ ହୋଇଥାନ୍ତି ।
ଲମ୍ବା ପାଦ: ଯେଉଁ ମହିଳାମାନଙ୍କର ପାଦ ଲମ୍ବା ଏବଂ କୋମଳ ହୋଇଥାଏ । ସେମାନଙ୍କୁ ମାତା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ ।