ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରୁ ସୂଚନା ମିଳିଛି ।
Another 73 #Covid19 patients have recovered and are being discharged.
28 from Boudh
11 from Puri
10 from Kendrapara
9 from Cuttack
7 from Khurda
2 each from Malkangiri & Angul
1each from Ganjam, Balasore, Jajpur & Kandhamal.Total recovered cases of #Odisha now stand at 1050.
— H & FW Dept Odisha (@HFWOdisha) May 30, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧରୁ ୨୮ ଜଣ, ପୁରୀରୁ ୧୧ ଜଣ, କେନ୍ଦ୍ରାପଡାରୁ ୧୦ ଜଣ, କଟକରୁ ୯ ଜଣ, ଖୋର୍ଦ୍ଧାରୁ ୭ ଜଣ, ମାଲକାନାଗିରି ଓ ଅନୁଗୁଳରୁ ୨ ଜଣ ଲେଖାଁଏ, ଗଞ୍ଜାମ, ବାଲେଶ୍ୱର, ଯାଜପୁର ଏବଂ କନ୍ଧମାଳରୁ ଜଣେ ଲେଖାଁଏ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ କୁ ବୃଦ୍ଧି ପାଇଛି ।