ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ଆଉ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ଛୁଇଁଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
8. Sambalpur:1
9. Sundargarh: 5
10. Puri: 2
11. Cuttack: 5
12. Bargarh: 1
13. Dhenkanal: 10
Total Positive-90
New recoveries: 91
Cumulative tested: 165824
Positive: 2478
Recovered: 1416
Active cases: 1053— I & PR Department, Odisha (@IPR_Odisha) June 4, 2020
ଆଜି ଚିହ୍ନଟ ହୋଇଥିବା ନୂତନ ୯୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫ ଜଣ, ନୟାଗଡରୁ ୭ ଜଣ, ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ଜଣେ, ଭଦ୍ରକରୁ ୯ ଜଣ,କଲାହାଣ୍ଡିରୁ ଜଣେ, ଗଞ୍ଜାମରୁ ୨୨ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ ୫ ଜଣ, ପୁରୀରୁ ୨ ଜଣ, କଟକରୁ ୫ ଜଣ, ବରଗଡର ଜଣେ, ଢେଙ୍କାନାଳରୁ ୧୦ ଜଣ ରହିଛନ୍ତି ।