ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଆଜି ରାଜ୍ୟରେ ସର୍ବାଧିକ ୧୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Covid-19 Report For 22nd July
New Positive Cases: 1264
In Quarantine: 847
Local Contacts: 417(Details of local contacts will be shared by concerned District Administration)
District Wise Cases
1. Angul: 7
2. Balasore: 9
3. Bargarh: 24
4. Bhadrak: 30
5. Balangir: 1— I & PR Department, Odisha (@IPR_Odisha) July 23, 2020
ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଆଜି ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୯୯ ରେ ପହଞ୍ଚିଛି ।
6. Boudh: 2
7. Cuttack: 47
8. Dhenkanal: 6
9. Gajapati: 74
10. Ganjam: 540
11. Jagatsinghpur: 4
12. Jajpur: 17
13. Jharsuguda: 3
14. Kalahandi: 7
15. Kandhamal: 29
16. Kendrapada: 8
17. Keonjhar: 25
18. Khurda: 137
19. Koraput: 27
20. Mayurbhanj: 15
21. Nawarangpur: 4— I & PR Department, Odisha (@IPR_Odisha) July 23, 2020
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୪୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୪୧୭ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଏବେ ରାଜ୍ୟରେ ୭୨୦୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।