ବାଲେଶ୍ୱର(ଏଟିଆର ବ୍ୟୁରୋ):କୋଭିଡ-୧୯କୁ ମୁକାବିଲା କରିବା ପାଇଁ ଆପଣେଇଛନ୍ତି ଟେକ୍ନୋଲୋଜି। ଜିଲ୍ଲା ପ୍ରଶାସନ ଆଜି ବାଲେଶ୍ୱର ସହରରେ ଡ୍ରୋନ ମାଧ୍ୟମରେ ସହର ସାରା ସାନିଟାଇଜ କରିବା ଆରମ୍ଭ କରିଛନ୍ତି ।
ଏରିଆ ଭିତ୍ତିକ ସାନିଟାଇଜେସନର ପ୍ରଥମ ଟ୍ରାଏଲ୍ ସହରର ପୋଲିସ୍ ଲାଇନ୍ ସ୍କୋୟାର ଅଞ୍ଚଳରେ ସଫଳତାର ସହ କରାଯାଇଥିଲା ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରିଛି।
ଡ୍ରୋନ୍ ଆଧାରିତ ଏରିଆଲ୍ ସାନିଟାଇଜେସନ୍ ସିଷ୍ଟମ ଏବଂ ୱାଟର କୁହୁଡି ସିଷ୍ଟମ ଆଧାରିତ କୁଇକ୍ ରେସପନ୍ସ ମିନି ଫାୟାର ଟେଣ୍ଡରର ଟ୍ରାଏଲ୍ ରନ୍ ଆଜି ପୋଲିସ୍ ଲାଇନ୍ ସ୍କୋୟାରରେ ସଫଳତାର ସହ କରାଯାଇଥିଲା। କୋଭିଡ-୧୯ର ସଂକ୍ରମଣକୁ ଏହା ରୋକିବାରେ ସାହାଯ୍ୟ କରିବ। ଏହା ବାଲେଶ୍ୱର ଲୋକଙ୍କ ପାଇଁ ଏକ ଗର୍ବର ବିଷୟ। ଡିଆରଡିଓ ବାଲେଶ୍ୱର ଜିଲ୍ଲାର ଚଣ୍ଡିପୁରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ଏହି ବ୍ୟବସ୍ଥା ବିକଶିତ ହୋଇଛି। ଡ୍ରୋନ୍ ଚାରି ମିଟରରୁ ୨୦ ମିଟର ଉଚ୍ଚରୁ ସହର ଅଞ୍ଚଳକୁ ସାନିଟାଇଜେସନ୍ କରିବ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024